ଭୁବନେଶ୍ୱର, ୧୭/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୭୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୨୧ ଓ ସ୍ଥାନୀୟ ଅଞ୍ଚଳରୁ ୨୨୯ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୬,୧୫୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୭୯,୪୦୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୯,୬୭୨ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 16th August
New Positive Cases: 720
Of which 0-18 years: 96
In quarantine: 421
Local contacts: 299(Details of local contacts will be shared by concerned Dist Administration)
District Wise Cases:
1. Angul: 15
2. Balasore: 19
3. Bargarh: 2— I & PR Department, Odisha (@IPR_Odisha) August 17, 2021
21. Mayurbhanj: 29
22. Nawarangpur: 1
23. Nayagarh: 18
24. Nuapada: 2
25. Puri: 16
26. Rayagada: 8
27. Sambalpur: 6
28. Sonepur: 3
29. Sundargarh: 11
30. State Pool: 60New recoveries: 1167
Cumulative tested: 17139240
Positive: 996153
Recovered: 979407
Active cases: 9672— I & PR Department, Odisha (@IPR_Odisha) August 17, 2021