ରାଜ୍ୟରେ ୨୪ ଘଣ୍ଟାରେ ୬୬ ଜଣଙ୍କ କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୪/୮: ରାଜ୍ୟରେ ଆଜି ଆଉ ୬୬ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୧୬୮କୁ ବୃଦ୍ଧି ପାଇଛି । ୬୬ ମୃତକଙ୍କ ମଧ୍ୟରେ ପୁରୀରୁ ୯ଜଣ,  ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ, ଭୁବନେଶ୍ବରରୁ ୧୧ଜଣ, କଟକରୁ ୧୦ଜଣ, ମୟୂରଭଞ୍ଜରୁ ୬ଜଣ, ଅନୁଗୁଳରୁ ୫ଜଣ, ଝରସୁଗୁଡ଼ାରୁ ୩ଜଣ, ନୟାଗଡ଼ରୁ ୨ଜଣ, ଯାଜପୁରରୁ ୩ଜଣ, ଭଦ୍ରକରୁ ୨ଜଣ, ବଲାଙ୍ଗୀରରୁ ୨ଜଣ ମୃତକ ରହିଛନ୍ତି।