ଭୁବନେଶ୍ୱର, ୧୨/୯: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୬୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୮୧ ଓ ସ୍ଥାନୀୟ ଅଞ୍ଚଳରୁ ୨୬୮ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୦୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୬,୩୬୨ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୦୧,୨୫୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬,୯୫୭ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 11th September
New Positive Cases: 649
Of which 0-18 years: 103
In quarantine: 381
Local contacts: 268(Details of local contacts will be shared by concerned Dist Administration)
District Wise Cases:
1. Angul: 9
2. Balasore: 37
3. Bargarh: 2
4. Bhadrak: 6— I & PR Department, Odisha (@IPR_Odisha) September 12, 2021
22. Mayurbhanj: 30
23. Nawarangpur: 1
24. Nayagarh: 6
25. Nuapada: 2
26. Puri: 17
27. Rayagada: 3
28. Sambalpur: 9
29. Sundargarh: 25
30. State Pool: 52New recoveries: 706
Cumulative tested: 18854295
Positive: 1016362
Recovered: 1001254
Active cases: 6957— I & PR Department, Odisha (@IPR_Odisha) September 12, 2021