ଭୁବନେଶ୍ୱର, ୭/୯: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୭୨ ଓ ସ୍ଥାନୀୟ ଅଞ୍ଚଳରୁ ୨୬୬ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୯୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୨,୮୦୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୯୭,୭୯୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬,୯୦୦ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 6th September
New Positive Cases: 638
Of which 0-18 years: 93
In quarantine: 372
Local contacts: 266(Details of local contacts will be shared by concerned Dist Administration)
District Wise Cases:
1. Angul: 17
2. Balasore: 33
3. Bargarh: 7
4. Bhadrak: 14— I & PR Department, Odisha (@IPR_Odisha) September 7, 2021
21. Mayurbhanj: 22
22. Nawarangpur: 4
23. Nayagarh: 2
24. Puri: 18
25. Rayagada: 4
26. Sambalpur: 14
27. Sonepur: 2
28. Sundargarh: 15
29. State Pool: 52New recoveries: 727
Cumulative tested: 18534435
Positive: 1012805
Recovered: 997790
Active cases: 6900— I & PR Department, Odisha (@IPR_Odisha) September 7, 2021