ଭୁବନେଶ୍ୱର,୧୬/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୪୯ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୪୭ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୪,୬୩୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୨୧,୧୮୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୧୧୯ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପଟେ ଆଜି ୩ ଜଣ କରୋନା ଜନିତ ମରୁ ଘଟିଛି ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୮୨ ବୃଦ୍ଧି ପାଇଛି।
Covid-19 Report For 15th October
New Positive Cases: 358
Of which 0-18 years: 47
In quarantine: 209
Local contacts: 149(Details of local contacts will be shared by concerned Dist Administration)
1. Angul: 1
2. Balasore: 13
3. Bargarh: 3
4. Bhadrak: 8
5. Balangir: 4— I & PR Department, Odisha (@IPR_Odisha) October 16, 2021
22. Sonepur: 2
23. Sundargarh: 3
24. State Pool: 46New recoveries: 535
Cumulative tested: 21006042
Positive: 1034634
Recovered: 1021180
Active cases: 5119— I & PR Department, Odisha (@IPR_Odisha) October 16, 2021