ଭୁବନେଶ୍ୱର, ୨୦/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୯୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୮୧୨ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୫୯,୯୮୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯ଲକ୍ଷ ୩୫ ହଜାର ୦୦୭ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୯,୬୮୫ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 20th July
New Positive Cases: 1927
In Quarantine: 1115
Local Contacts: 812(Details of local contacts will be shared by concerned Dist Administration)
District Wise Cases:
1. Angul: 55
2. Balasore: 111
3. Bargarh: 27
4. Bhadrak: 19
5. Balangir: 11— I & PR Department, Odisha (@IPR_Odisha) July 21, 2021
22. Mayurbhanj: 90
23. Nawarangpur: 15
24. Nayagarh: 64
25. Nuapada: 5
26. Puri: 103
27. Rayagada: 22
28. Sambalpur: 33
29. Sonepur: 8
30. Sundargarh: 38
31. State Pool: 100New recoveries: 2341
Cumulative tested: 15278399
Positive: 959986
Recovered: 935007
Active cases: 19685— I & PR Department, Odisha (@IPR_Odisha) July 21, 2021