ଭୁବନେଶ୍ୱର, ୨୪/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୮୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୦୮୨ ଓ ସ୍ଥାନୀୟ ଅଞ୍ଚଳରୁ ୭୮୨ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୬୫,୭୧୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯ଲକ୍ଷ ୪୧ ହଜାର ୨୦୪ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୯,୦୧୩ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 23rd July
New Positive Cases: 1864
In quarantine: 1082
Local contacts: 782(Details of local contacts will be shared by concerned Dist Administration)
District Wise Cases:
1. Angul: 69
2. Balasore: 114
3. Bargarh: 24
4. Bhadrak: 65
5. Balangir: 5— I & PR Department, Odisha (@IPR_Odisha) July 24, 2021
22. Mayurbhanj: 57
23. Nawarangpur: 2
24. Nayagarh: 66
25. Nuapada: 9
26. Puri: 59
27. Rayagada: 24
28. Sambalpur: 34
29. Sonepur: 6
30. Sundargarh: 56
31. State Pool: 100New recoveries: 2044
Cumulative tested: 15510612
Positive: 965715
Recovered: 941204
Active cases: 19013— I & PR Department, Odisha (@IPR_Odisha) July 24, 2021