ଭୁବନେଶ୍ୱର, ୪/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୩୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୭୬୨ ଓ ସ୍ଥାନୀୟ ଅଞ୍ଚଳରୁ ୫୫୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୮୨,୧୮୧ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୬୨,୦୮୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୩,୮୭୨ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 3rd August
New Positive Cases: 1315
In quarantine: 762
Local contacts: 553(Details of local contacts will be shared by concerned Dist Administration)
District Wise Cases:
1. Angul: 52
2. Balasore: 43
3. Bargarh: 2
4. Bhadrak: 49
5. Balangir: 4— I & PR Department, Odisha (@IPR_Odisha) August 4, 2021
22. Nawarangpur: 4
23. Nayagarh: 25
24. Nuapada: 6
25. Puri: 67
26. Rayagada: 12
27. Sambalpur: 23
28. Sonepur: 8
29. Sundargarh: 16
30. State Pool: 84New recoveries: 1702
Cumulative tested: 16289130
Positive: 982181
Recovered: 962088
Active cases: 13872— I & PR Department, Odisha (@IPR_Odisha) August 4, 2021