ଚଳିତବର୍ଷ ଜିରୋ ନାଇଟ୍‌ ସେଲିବ୍ରେସନକୁ ନାହିଁ ଅନୁମତି

ଭୁବନେଶ୍ୱର, ୧୫/୧୨: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ତଥାପି ସତର୍କତା ଦୃଷ୍ଟିରୁ ଚଳିତବର୍ଷ ଜିରୋ ନାଇଟ୍‌ ସେଲିବ୍ରେସନକୁ ଅନୁମତି ନାହିଁ।ସେହିପରି ଭୁବନେଶ୍ବରରେ ଉତ୍ସବ ଉପରେ କଟକଣା ଲଗାଇଛି ବିଏମ୍‌ସି । ଏହାସହ ଡିସେମ୍ବର ୩୧ ରାତିରେ ଉତ୍ସବ ପାଳନ ଉପରେ ମଧ୍ୟ କଟକଣା ଲାଗିଛି।