ଚେନ୍ନାଇରେ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ ଦେଖିପାରିବେ ଦର୍ଶକ

ନୂଆଦିଲ୍ଲୀ, ୨/୨: ଚେନ୍ନାଇରେ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ ଦେଖିପାରିବେ ଦର୍ଶକ। ପ୍ରଥମ ଟେଷ୍ଟ ନୁହେଁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କୁ ଅନୁମତି ମିିଳିଛି। ଷ୍ଟାଡିୟମର ୫୦% ସିଟରେ ବସି ମ୍ୟାଚ ଦେଖିବା ନେଇ ବିସିସିଆଇ ପକ୍ଷରୁ ଅନୁମତି ମିିଳିଛି। କରୋନା ପାଇଁ ଦର୍ଶକ ମ୍ୟାଚ ଦେଖିବାକୁ ଅନୁମତି ନଥିିିଲା।