୪୦ ଡିଗ୍ରୀ ଉପରେ ରାଜ୍ୟର ୧୫ ସହରର ତାପମାତ୍ରା

ଭୁବନେଶ୍ୱର,୧୬/୪: ରାଜ୍ୟରେ ଏବେ ଖରା କୁ ତାତି ବଢି ଚାଲିଛି। ଏହାରିମଧ୍ୟରେ ୪୦ ଡିଗ୍ରୀ ଉପରେ ରାଜ୍ୟର ୧୫ ସହରର ତାପମାତ୍ରା ରହିଛି। ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୩.୫°C ରେକର୍ଡ ରହିଛି।