ଅଶ୍ଳୀଳ ଭିଡ଼ିଓ ଭାଇରାଲ କିରି ଶିକ୍ଷକ ଗିରଫ

ଭୁବନେଶ୍ୱର, ୧୯/୨: କଳାହାଣ୍ଡି ଜୟପାଟଣାରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ସେଠାରେ ଜଣେ ଶିକ୍ଷକ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ ଯେ  ମୋବାଇଲରେ ଏକ ଗ୍ରୁପ କରି ଅଶ୍ଳୀଳ ଭିଡ଼ିଓ ପୋଷ୍ଟ କରିଥିଲେ ଶିକ୍ଷକ । ଏହାପରେ ଘଟଣାଟି ଜଣା ପଡିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ପରେ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିିଛି ଜୟପାଟଣା ପୋଲିସ ।