ଭାରସାମ୍ୟ ହରାଇ ଖାଇକୁ ଖସିପଡିଲା ବସ୍, ୩୦ ମୃତ

ନୂଆଦିଲ୍ଲୀ,୧୫/୧୧: ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି। ଯାହା ଫଳରେ…