ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ,୧୫/୦୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ୨ଟିକିଆ ଟି-୨୦ ମ୍ୟାଚ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଘୋଷିତ ହୋଇଛନ୍ତି। ସେହିପରି ଭୁବନେଶ୍ବର କୁମାର ଉପଅଧିନାୟକ ହୋଇଛନ୍ତି। ଅନ୍ୟପଟେ ଭାରତୀୟ ଦଳରେ ଅଛନ୍ତି ଇଶାନ କିଷାନ, ରୁତୁରାଜ ଗାଏକୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେସ ଆୟର, ଦୀପକ ହୁଡା,ରାହୁଲ ତ୍ରିପାଠୀ
ଦୀନେଶ କାର୍ତ୍ତିକ, ଯୁଜବେନ୍ଦ୍ର ଚହଲ, ଅକ୍ଷର କୁମାର, ରବି ବିଷ୍ଣୋଇ, ହର୍ଷଲ ପଟେଲ, ଅଭେସ ଖାନ, ଅର୍ସଦୀପ ସିଂହ
ଉମରାନ ମଲିକ।