ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଲା ପୁନଃ ଦାୟିତ୍ବ

ପୁରୀ, ୨୦/୯: ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପୁନଃ ଦାୟିତ୍ବ ମିଳିଛି। ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବେ ପୁନଃ ମନୋନୀତ ହୋଇଛନ୍ତି।ଆଗାମୀ ୩ ବର୍ଷ ଯାଏ ପୁଣି ସଭାପତି ଭାବେ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ରୁ ଲଳିତ କଳା ଏକାଡେମୀର ସଭାପତି ପଦରେ ଅଛନ୍ତି ସୁଦର୍ଶନ।