ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଚୋରାଚାଲାଣକାରୀ

ଭୁବନେଶ୍ୱର, ୧୮/୧୧: ଆଜି କନ୍ଧମାଳ ଜିଲ୍ଲା ବାଲିଗଡ଼ା ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ବଜ୍ରକାପ୍ତା ଜବତ ସହ ୨ ଜଣ ଚୋରାଚାଲାଣକାରୀଙ୍କୁ  ଗିରଫ କରିଛି ଏସଟିଏଫ। ସୂଚନାଯୋଗ୍ୟ ଯେ ଅନ୍ୟପଟେ ବର୍ଷକରେ ୨୦ଟି ବାଘ ଛାଲ, ୧୧ଟି ହତୀ ଦାନ୍ତ, ୭ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫କେଜି ବଜ୍ରକାପ୍ତା ଛାଲି ଜବତ କରିବା ସହ ୪୫ ଜଣଙ୍କୁ ଗିରଫ କରିଛି STF।