ଡିସେମ୍ବର ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୩୦/୧୧: ଡିସେମ୍ବର ପାଇଁ ଗାଇଡଲାଇନ୍ ଜାରି କରିଛନ୍ତିି ରାଜ୍ୟ ସରକାର। କଣ୍ଟେନମେଣ୍ଟ ଜୋନରେ ବଳବତ୍ତର ରହିବ ଲକଡାଉନ୍। କାଲିଠୁ  ସମସ୍ତ ମେଡିକାଲ୍ କଲେଜ୍ ଖୋଲିିିବ। କିିନ୍ତୁ ୩୧ ଡିସେମ୍ବର ଯାଏଁ ବନ୍ଦ ରହିବ ଅଙ୍ଗନୱାଡି କେନ୍ଦ୍ର । ସିିନେମା ହଲ ଖୋଲିବା ପାଇଁ ଅନୁମତି ମିଳିନାହିଁ।