ଶ୍ରୀମନ୍ଦିର ଖୋଲିବା ନେଇ ୧୨ରେ ବୈଠକ

ପୁରୀ, ୧୨/୧୦: ଶ୍ରୀମନ୍ଦିର ଖୋଲିବା ନେଇ ୧୨ରେ ବୈଠକ ହେବ। ଆସନ୍ତା ୧୨ ତାରିଖରେ ବସିବ ଛତିଶା ନିଯୋଗ ବୈଠକ ବସିବ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବିଭିନ୍ନ ନିଯୋଗ ସେବାୟତଙ୍କ ଉପସ୍ଥିତିରେ ଏହି ଆଲୋଚନା ହେବ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷ ରୁ ସୂଚନା ମିଳିଛି।