ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ବଡ଼ ଖୁଲାସା : ଅଭିଯୁକ୍ତ ଆଫତାବର ଥିଲେ ୨୦ ଗର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ,୧୭/୧୧: ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ତଦନ୍ତ ଜାରି ରଖିଛି ପୋଲିସ । ତଦନ୍ତ ବଢ଼ିବା ସହ ଅଭିଯୁକ୍ତର ଅନେକ ତଥ୍ୟ ପୋଲିସ ହାତରେ ଲାଗିଛି । ଡେଟିଂ ଆପ୍ ଜରିଆରେ ୨୦ଜଣ ବାନ୍ଧବୀ ରଖିଥିଲା ଅଭିଯୁକ୍ତ ଆଫତାବ୍ । ସେମାନଙ୍କୁ ରହୁଥିବା ଆପାଟମେଣ୍ଟ ଆଣୁଥିବା ସହ ତାଙ୍କ ଭିତରୁ ଅଧିକାଂଶଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ନେଇ ଜେରା ବେଳେ ପୋଲିସକୁ କହିଛି ଅଭିଯୁକ୍ତ ।