ଚଳିତବର୍ଷ ହେବ ସ୍ୱତନ୍ତ୍ର ଓଜେଇଇ

ଭୁବନେଶ୍ୱର, ୨୨/୭: ଚଳିତବର୍ଷ  ସ୍ୱତନ୍ତ୍ର ଓଜେଇଇ ହେବ ବୋଲି ସୂଚନା ମିଳିଛି। ଆସନ୍ତା କାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା କାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ https://t.co/mKHmUrUDlV ରେ  ଆବେଦନ କରିପାରିବେ। ସୂଚନାଯୋଗ୍ୟ ଯେ ଗତବର୍ଷ କୋଭିଡ ମହାମାରୀ ଯୋଗୁ ହୋଇ ପାରିନଥିଲା ସ୍ପେସିଆଲ ଓଜେଇଇ ।