IFS ଶିଶିର ରଥଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର, ୧୭/୩: ୧୯୮୭ ବ୍ୟାଚ୍‌ର ବରିଷ୍ଠ IFS ଶିଶିର ରଥଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । ରାଜ୍ୟ ବନ ସୁରକ୍ଷା ବଳର ମଧ୍ୟ ମୁଖ୍ୟ ଦାୟିତ୍ବ ନିର୍ବାହ କରିବେ IFS ଶିଶିର ରଥ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଜଙ୍ଗଲ ନିଆଁ ଲିଭାଇବା PCCFଙ୍କ ପ୍ରମୁଖ ଦାୟିତ୍ବ ହେବ ।