କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଶିବାଜୀ ମାଝୀ

ଭୁବନେଶ୍ୱର, ୬/୧୧: କଂଗ୍ରେସରୁ ପୂର୍ବତନ ବିଧାୟକ ଶିବାଜୀ ମାଝୀ ଇସ୍ତଫା ଦେଇଛନ୍ତି। ପିସିସି ସଭାପତିଙ୍କ ନିକଟକୁ ଇ-ମେଲ୍‌ରେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ୨୦୦୯ରୁ ୧୪ ପର୍ଯ୍ୟନ୍ତ ଲାଞ୍ଜିଗଡ଼ର ବିଧାୟକ ଥିଲେ ଶିବାଜୀ ।ଏବେ ନିକଟରେ କଂଗ୍ରେସ ରୁ ଇସ୍ତଫା ଦେଇଥିଲେ ପ୍ରଦୀପ ମାଝୀ।