ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଖୋଲିପାରେ ସ୍କୁଲ

ଭୁବନେଶ୍ୱର, ୬/୨: ରାଜ୍ୟରେ ଧୀରେ ଧୀରେ କ ରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାରି ମଧ୍ୟରେ  ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ ଖୋଲିପାରେ ବୋଲି ସୂଚନା ମିଳିଛି। ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମନ୍ତବ୍ୟ ଦେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ ଖୋଲିବାକୁ SOP ପ୍ରସ୍ତୁତ କରାଯାଇଛି । ଅଷ୍ଟମ ଶ୍ରେଣୀ ଖୋଲିବା ନେଇ SRC ମାର୍ଗଦର୍ଶିକା ଜାରି କରିଛନ୍ତି।