ପୋଲିଓ ବଦଳରେ ସାନିଟାଇଜର ଡ୍ରପ୍, ୧୨ ଶିଶୁ ଅସୁସ୍ଥ

ମହାରାଷ୍ଟ୍ର, ୨/୨:ମହାରାଷ୍ଟ୍ର ୟାଭତମାଲରେ ଜିଲ୍ଲାରେ ଏକ ଅଘଟଣ ଘଟିଥିବାର ସାମ୍ନା କୁ ଆସିଛି। ସେଠାରେ ପୋଲିଓ ଡ୍ରପ୍ ବଦଳରେ ଭୁଲରେ ଶିଶୁଙ୍କୁ ସାନିଟାଇଜର ଡ୍ରପ୍ ଦିଆଯାଇଛି। ଏହି ତ୍ରୁଟି ପାଇଁ ୫ ବର୍ଷରୁ କମ୍ ୧୨ ଶିଶୁ ଅସୁସ୍ଥ ହୋଇଛନ୍ତି। ଏହାପରେ ସମସ୍ତ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।