ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

ଭୁବନେଶ୍ୱର,୧୯/୮: ପୂର୍ବତନ ଯୁବ କଂଗ୍ରେସ ସଭାପତି
ସଂଗ୍ରାମ ଜେନାଙ୍କ ଆଜି ପରଲୋକ ଘଟିିଛି। ୪୩ ବର୍ଷ ରେ ତାଙ୍କର ମୃତ୍ୟୁ ଘଟିଛି।ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ ତାଙ୍କ ପୁଅ ସଂଗ୍ରାମ ୨ ମାସ ହେବ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କୋଭିଡ୍ ରୁ ସୁସ୍ଥ ହେବା ପରେ  ଫୁସଫୁସ ସଂକ୍ରମିତ ହୋଇଥିଲା। ୨୦୧୪ରେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ସଂଗ୍ରାମ।