ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୯/୭: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ଅଶୋକ ମୀନା ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଦାୟିତ୍ୱ ଦିଆଯାଇଥିବା ବେଳେ ବିଶାଲ ଦେବ  ଅର୍ଥ ବିଭାଗ ସଚିବ ହୋଇଛନ୍ତି। ଡି.କେ ସିଂହ  ଇସ୍ପାତ ଓ ଖଣି ସଚିବ ,
ସୁରେନ୍ଦ୍ର କୁମାର  ସାଧାରଣ ପ୍ରଶାସନ ଓ ପର୍ଯ୍ୟଟନ ସଚିବ ,ଆର୍ ଭିନିଲ କ୍ରିଷ୍ଣା ଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଅତିରିକ୍ତ ଦାୟିତ୍ବ ମିଳିଛି।