ରେପୋରେଟ ୪ ପ୍ରତିଶତରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ, ୪/୧୨: ରେପୋରେଟ ୪ ପ୍ରତିଶତରେ ଅପରିବର୍ତ୍ତିତ ନେଇ MPC ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରିଭର୍ସ ରେପୋରେଟ ୩.୫%, ବ୍ୟାଙ୍କ ସୁଧ ୪.୨୫%ରେ ଅପରିବର୍ତ୍ତିତ ରହିଛି। ୨୦୨୧ରେ ଅଭିବୃଦ୍ଧି ହାର ୭.୫% ହ୍ରାସ ପାଇବ । ଏନେଇ ସୂଚନା ଦେଇଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।