ଡିସେମ୍ବର ୨୧ରେ ଖୋଲିପାରେ ପୁରୀ ଶ୍ରୀମନ୍ଦିର

ପୁରୀ, ୧୨/୧୨: ଡିସେମ୍ବର ୨୧ରେ ଖୋଲିପାରେ ପୁରୀ ଶ୍ରୀମନ୍ଦିର।ସୀମିତ ସଂଖ୍ୟକ ଭକ୍ତଙ୍କୁ ଛଡ଼ାଯିବା ନେଇ ବ୍ୟବସ୍ଥା କରାଯିବ। କିଭଳି ଭକ୍ତମାନେ ଦର୍ଶନ କରିବେ ସେ ନେଇ  ଆଜି ଆଲୋଚନା କରାଯିବ। ଦୈନିକ ୪୦୦୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିପାରେ। ଆଜି ବୈଠକରେ ଛତିଶାନିଯୋଗର ଏନେଇ ମତ ନିଆଯିବ ମତ। ବିଶେଷ ସୂତ୍ରରୁ ସୂଚନା ମିଳିଛି।