ବଡ଼ ଖବର: ଆସନ୍ତା ୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର

ପୁରୀ, ୪/୮: ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ୧୬ରୁ ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ସୂଚନା ମିଳିଛି।  ପ୍ରଥମ ୫ ଦିନ ପୁରୀବାସୀ  ଦର୍ଶନ କରିବେ। ସେହିପରି ଆସନ୍ତା ୨୩ରୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହେବ।  ଦୁଇ ଡୋଜ୍ ଟିକାକରଣ ନହେଲେ RT-PCR ନେଗେଟିଭ ପ୍ରମାଣପତ୍ର ବାଧ୍ଯତାମୂଳକ କରାଯାଇଛି।