ପୁରୀର ବିକାଶ ନେଇ ଗଜପତି ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର, ୧୪/୩:  ଆଜି ଭିଡିଓ କନଫରେନ୍ସ ଜରିଆରେ  ପୁରୀର ବିକାଶ ନେଇ ଗଜପତି ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ବିକାଶ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।  ଏହି ଭର୍ଚୁଆଲ ଆଲୋଚନାରେ ଯୋଡ଼ି ହୋଇଛନ୍ତି ୩୦ରୁ ଅଧିକ ଦେଶର ପ୍ରବାସୀ ଓଡ଼ିଆ ।