ରାଜ୍ୟରେ ବଢ଼ିଲା ଘରୋଇ ବସ୍‌ ଭଡ଼ା

ଭୁବନେଶ୍ୱର, ୭/୧୨: ତେଲ ଦର ବୃଦ୍ଧି ଯୋଗୁଁ ରାଜ୍ୟରେ ଘରୋଇ ବସ୍‌ ଭଡ଼ା ବଢିଛି। ସାଧାରଣ ବସ୍‌ ଭଡ଼ା କିମି ପିଛା ୭୨ରୁ ୭୩ ପଇସା, ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୭୫ରୁ ୭୬ ପଇସା, ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୧.୦୫ରୁ ୧.୦୭ ଟଙ୍କା, AC ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୧.୨୭ରୁ ୧.୨୯ ଟଙ୍କାକୁ ବୃଦ୍ଧି ପାଇଛି।