ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର, ୧/୬: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ ମିଳିଛି। ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିିିଛନ୍ତି ହାଇକୋର୍ଟ । ପ୍ରଦୀପଙ୍କ ନାମରେ ମୋଟ ୬ଟି ମାମଲା ହୋଇଥିଲା। ୪ଟିରେ ଜାମିନ ମିଳିଥିବା ବେଳେ ବାକି ୨ଟି ମାମଲା ବିଚାରଧୀନ ରହିଛି । ୨ ଲକ୍ଷ ଟଙ୍କା ସହ ୨ ଜଣ ଜାମିନଦାର ବଦଳରେ ଜାମିନ ମିଳିଛି।  ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଦାୟର ଏକ ମାମଲାରେ ଜାମିନ ପାଇଛନ୍ତି ପ୍ରଦୀପ ।