ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର, ୨୪/୨: ଆଜି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ  ସର୍ତ୍ତମୂଳକ ଜାମିନ ମିଳିଛି। କ୍ରାଇମବ୍ରାଞ୍ଚ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨୪ ଲକ୍ଷ ଟଙ୍କା ଓ   ୨ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି। ୩ଟି ଠକେଇ ମାମଲାରେ ବ୍ରହ୍ମପୁର SDJMଙ୍କ କୋର୍ଟରେ ଗତ ୪ରେ ହାଜର ହୋଇଥିଲେ ପ୍ରଦୀପ।