ଆସିଲା ପୁରୀ ହାଜତ ମୃତ୍ୟୁ ମାମଲାର ପୋଷ୍ଟମର୍ଟମ ରିପୋର୍ଟ

ପୁରୀ,୫/୧୨:  ପୁରୀ ହାଜତ ମୃତ୍ୟୁ ମାମଲାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ବିଭିନ୍ନ ଅଂଶର ପରୀକ୍ଷା ପରେ ମୃତ୍ୟୁ ପାଇଁ ୧୮ଟି କାରଣ ରିପୋର୍ଟରେ ଦର୍ଶାଯାଇଛି। ମସ୍ତିଷ୍କରେ ବ୍ଲଡ ଜମିଥିବାରୁ କେ.ରମେଶଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଉଲ୍ଲେଖ ଯୋଗ୍ୟ ଯେ ୨ ଜଣ ଡାକ୍ତରଙ୍କ ଦ୍ବାରା କେ.ରମେଶଙ୍କ ପୋଷ୍ଟମର୍ଟମ କରାଯାଇଥିଲା।