ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୪/୧୦: ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ । ଏନେଇ କାର୍ଗିଲରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ହେବା ପରେ ପ୍ରତିବର୍ଷ ତଥା ଲଗାତର ୮ ବର୍ଷ ହେଲା ସେନା ଯବାନଙ୍କ ସହ ଦିପାବଳୀ ପାଳୁଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଯବାନ ମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।ଯବାନମାନେ ନିଜର ପରିବାର ବୋଲି ସେ ସମ୍ବୋଧନ କରିଛନ୍ତି ।