ଆସନ୍ତାକାଲି ଦେଶର ୫ଟି ରେଳ ଷ୍ଟେସନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫/୫: ଆସନ୍ତାକାଲି ଦେଶର ୫ଟି ରେଳ ଷ୍ଟେସନର ପୁନଃ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ୫ଟି ସ୍ଥାନ ହେଉଛି ଚେନ୍ନାଇ, ରାମେଶ୍ବରମ୍, ମଦୁରାଇ, କପାଡି ଓ କନ୍ୟାକୁମାରୀ।  ପୁନଃ ନିର୍ମାଣ ପରେ ଏପରି ଦେଖାଯିବ ରେଳ ଷ୍ଟେସନ…