୩୨,୭୦୦ କୋଟିର ତୈଳ ଓ ଗ୍ୟାସ ପ୍ରକଳ୍ପକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୭/୨: ଆଜି ଭିଡିଓ କନଫରେନ୍ସ ଜରିଆରେ ତାମିଲନାଡୁରେ ୩୨,୭୦୦ କୋଟିର ତୈଳ ଓ ଗ୍ୟାସ ପ୍ରକଳ୍ପ କୁ ଲୋକାର୍ପିତ  କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହାସହ ରାମନାଥପୁରମ-ଥୋଥୁକୁଡ଼ି ପାଇପ୍‌ ଲାଇନ୍‌ର ବି ଲୋକାର୍ପଣ କରିିଛନ୍ତି ପ୍ରଧାନମନ୍ତ୍ରୀ। ରାମନାଥପୁରମ-ଥୋଥୁକୁଡ଼ି ପାଇପ ଲାଇନ ଖର୍ଚ୍ଚ ହୋଇଛି ୭୦୦ କୋଟି ଟଙ୍କା ।