ମାରଣାସ୍ତ୍ର ଦେଖାଇ ଭୋଟ୍ ବାକ୍ସ ଛଡ଼ାଇ ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୧୮/୨: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁର ରାଜନୈତିକ ମାହୋଲ ସରଗରମ ରହିଛି। କଟକ: ମାରଣାସ୍ତ୍ର ଦେଖାଇ ଭୋଟ୍ ବାକ୍ସ ଛଡ଼ାଇ ନେଲେ ଦୁର୍ବୃତ୍ତ ।
ବାରଙ୍ଗ ବ୍ଲକ୍ କୁରାଙ୍ଗପ୍ରଧାନ ପଞ୍ଚାୟତ କୁରୁଣ୍ଟି ୧୧ନଂ ବୁ୍ଥ୍‌ରୁ ଲୁଟିନେଇଛନ୍ତି । ସରପଞ୍ଚ ପ୍ରାର୍ଥୀ ଅଟକାଇବା ସତ୍ତ୍ୱେ ମାରଣାସ୍ତ୍ରରେ ଧମକାଇ ପଳାଇଲେ । ସଦର ଥାନାରେ ଏନେଇ ଏତଲା କଲେ ସଂପୃକ୍ତ ସରପଞ୍ଚ ପ୍ରାର୍ଥୀ ।