ଫାଇନାଲରେ ପ୍ରବେଶ କଲା ପାକିସ୍ତାନ ଟିମ

ନୂଆଦିଲ୍ଲୀ,୯/୧୧: ଟି-୨୦ ବିଶ୍ୱକପର ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କଲା ପାକିସ୍ତାନ ଟିମ ।ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରି ଦଳ ଫାଇନାଲରେ ପ୍ରବେଶ କରିଛି । ଏବେ ପାକିସ୍ତାନ ଫାଇନାଲରେ କାହାକୁ ଭେଟିବ ତା ଉପରେ ରହିଛି ସମସ୍ତଙ୍କ ନଜର ।ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଇନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ।