ମୂର୍ତ୍ତି ଉଚ୍ଚତାକୁ ନେଇ କଟକଣା ନାହିଁ କହିଲେ ହାଇକୋର୍ଟ

ମୂର୍ତ୍ତି ଉଚ୍ଚତାକୁ ନେଇ କଟକଣା ନାହିଁ କହିଲେ ହାଇକୋର୍ଟ

କଟକ, ୧୯ା୧୦: ରାଜ୍ୟରେ କରୋନା ସଂକ୍ରମଣ ସି୍ଥତିକୁ ଦୃଷ୍ଟିରେ ରଖି ଆଗକୁ ଥିବା ଦୁର୍ଗାପୂଜାରେ କେତେକ ସର୍ତ୍ତ ଲାଗୁ କରାଯାଇଥିଲା ଓ…

ସ୍କୁଲ ଫି ହ୍ରାସ ମାମଲାରେ ହାଇକୋର୍ଟଙ୍କୁ ସପ୍ତାହେ ସମୟ ମାଗିଲେ ସରକାର

କଟକ, ୧୯ା୧୦: ହାଇକୋର୍ଟରେ ସ୍କୁଲ ଫି ହ୍ରାସ ମାମଲାରେ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ କୁହାଯାଇଥିଲା । ଏହି ମାମଲାରେ ହାଇକୋର୍ଟଙ୍କୁ…

ରାଜ୍ୟରେ ୧୭ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୧୯ା୧୦: ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୧୯୮୨ ଜଣ…

ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ୧୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, ୧୯ା୧୦: ବର୍ତ୍ତମାନ ବିଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି କମି ଚାଲିଛି । ସେହିପରି ଆଜି…

ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର, ୧୯ା୧୦: ବଲାଙ୍ଗିର ସହରର ଚନ୍ଦ୍ରଶେଖରନଗର ପଡ଼ାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଏକ ଘରୁ ବୃଦ୍ଧ…

ଆଜିଠାରୁ ଖୋଲିଲା ଭିତରକନିକା

ଭୁବନେଶ୍ୱର, ୧୯ା୧୦: କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ ପ୍ରାୟ ସମସ୍ତ ପର୍ଯ୍ୟଟନସ୍ଥଳୀକୁ ବନ୍ଦ ରଖାଯାଇଥିଲା ।…

୨୪ଘଣ୍ଟାରେ ୫୫,୭୨୨ ଜଣ ଆକ୍ରାନ୍ତ ଚିହ୍ନଟ ଓ ୫୭୯ ମୃତ

ନୂଆଦିଲ୍ଲୀ, ୧୯ା୧୦: ଦେଶର କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି…

ରାଜ୍ୟରେ ଆଜି ୨୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୮।୧୦: ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଖୁସି ଖବର ସାମ୍ନାକୁ ଆସିଛି ।…

ରାଜଧାନୀ ଭୁବନେଶ୍ୱରରୁ ଆଜି ୨୩୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୮।୧୦: ରାଜଧାନୀ ଭୁବନେଶ୍ୱରରୁ ଆଜି ୨୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୧ଜଣ ସଙ୍ଗରୋଧ କେନ୍ଦ୍ରରୁ…

କଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତ, କେଉଁ ଜିଲ୍ଲା ପାଇଁ କାହାକୁ ନିଯୁକ୍ତି ଜାଣନ୍ତୁ

ଭୁବନେଶ୍ୱର, ୧୮।୧୦: ୩୩ ସାଂଗଠନିକ ଜିଲ୍ଲା ପାଇଁ କଂଗ୍ରେସର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୬…