ଓଡ଼ିଶା ଖୁବ୍‌ ଶୀଘ୍ର ପୂର୍ବ ଭାରତର ଶିଳ୍ପ ହବ୍‌ ଭାବେ ଉଭା ହେବ‌: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଖୁବ୍‌ ଶୀଘ୍ର ପୂର୍ବ ଭାରତର ଶିଳ୍ପ ହବ୍‌ ଭାବେ ଉଭା ହେବ‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୧୨: FICCIର ୯୩ତମ ବାର୍ଷିକ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖି କହିଛନ୍ତି ଯେ ଓଡ଼ିଶା ଖୁବ୍‌ ଶୀଘ୍ର…

ଡିସେମ୍ବର ୨୦ରୁ ୨୫ ତାରିଖ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର

ପୁରୀ, ୧୨/୧୨: ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୨୦ରୁ ୨୫ ତାରିଖ ମଧ୍ୟରେ ଶ୍ରୀମନ୍ଦିର…

ରାଜ୍ୟରେ ଆଜି ୪ ଜଣଙ୍କ କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୧୨/୧୨: ଆଜି ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୩୩୫…

ରାଜ୍ୟରେ ଆଜି ୩୩୫ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୨/୧୨ (ଦି ପ୍ରଗତି ନ୍ୟୁଜ): ବର୍ତ୍ତମାନ କ୍ରମାଗତ ଭାବେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି କମି…

ଓଡ଼ିଶା ପୋଲିସ କର୍ମଚାରୀଙ୍କ ମାନବିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୧୨: ଓଡ଼ିଶା ପୋଲିସ କର୍ମଚାରୀଙ୍କ ମାନବିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଜଙ୍ଗଲରେ ପୋଲିସ ଦେଖାଇଛନ୍ତି ମାନବିକତା…

ଡିସେମ୍ବର ୨୧ରେ ଖୋଲିପାରେ ପୁରୀ ଶ୍ରୀମନ୍ଦିର

ପୁରୀ, ୧୨/୧୨: ଡିସେମ୍ବର ୨୧ରେ ଖୋଲିପାରେ ପୁରୀ ଶ୍ରୀମନ୍ଦିର।ସୀମିତ ସଂଖ୍ୟକ ଭକ୍ତଙ୍କୁ ଛଡ଼ାଯିବା ନେଇ ବ୍ୟବସ୍ଥା କରାଯିବ। କିଭଳି ଭକ୍ତମାନେ ଦର୍ଶନ…

ରାଜ୍ୟରେ ଆଜି ୪୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୧/୧୨(ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଖୁସି ଖବର ସାମ୍ନାକୁ…

ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୦/୧୨(ଦି ପ୍ରଗତି ନ୍ୟୁଜ୍): ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ଜଣ ସଙ୍ଗରୋଧ…

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୧୧/୧୨: ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ଚାଷୀ ଆନ୍ଦୋଳନ ପଛରେ ରହିଛି ଦେଶ ବିରୋଧୀ…

ରାଜ୍ୟରେ ଆଜି ୪ ଜଣଙ୍କ କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୧୧/୧୨: ଆଜି ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୩୮୭…