ରାଜ୍ୟରେ ଟିକାକରଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଟିକାକରଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬/୧: ମହାମାରୀ କରୋନା ସମସ୍ତିଙ୍କୁ ନାକେଦାମ କରୁଥିବା ବେଳେ କରୋନା ଟୀକା ବହାରିସାରିଛି। ଆଜି ଏହି ଟୀକା ମଧ୍ୟ ଲୋକଙ୍କୁ…

ବିଶ୍ବର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୬/୧: ବିଶ୍ବର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ …

ଆସନ୍ତାକାଲିଠୁ ଆରମ୍ଭ ହେବ କୋଭିଡ୍‌ ଟିକାକରଣ

ଭୁବନେଶ୍ୱର, ୧୫/୧: ଆସନ୍ତାକାଲିଠୁ କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ଭୁବନେଶ୍ବରରେ ୬ଟି ସ୍ଥାନରେ  ଟିକାକରଣ ହେବ। ପୂର୍ବରୁ ୫ଟି ସ୍ଥାନ ସହିତ…

ଆଜି ୭୩ତମ ସ୍ଥଳସେନା ଦିବସ ପାଳନ କରୁଛି ଭାରତ

ଭୁବନେଶ୍ୱର, ୧୫/୧: ଆଜି ୭୩ତମ ସ୍ଥଳସେନା ଦିବସ ପାଳନ କରୁଛି ଭାରତ।ଏହି ସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି  ରାଷ୍ଟ୍ରପତି । ସେହିପରି…

ଚଳିତବର୍ଷ କେମିତି ପାଳିବେ ସାଧାରଣତନ୍ତ୍ର ଦିବସ?

ଭୁବନେଶ୍ୱର, ୧୪/୧: ଚଳିତ ବର୍ଷ ରାଜ୍ୟରେ କେମିତି ପାଳିବେ ସାଧାରଣତନ୍ତ୍ର ଦିବସ ସେନେଇ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୃହ ବିଭାଗ…

ଜାନୁଆରି ୨୦ରୁ ଆରମ୍ଭ ହେବ ଶିଶୁ ଜନସଂପର୍କ ଅଭିଯାନ

ଭୁବନେଶ୍ୱର, ୧୪/୧: ଜାନୁଆରି ୨୦ରୁ ଶିଶୁ ଜନସଂପର୍କ ଅଭିଯାନ ଆରମ୍ଭ ହେବ। ପୁରୀରୁ ଶୁଭାରମ୍ଭ କରିବ ଶିଶୁ ଅଧିକାର ସୁରକ୍ଷା ଆୟୋଗ…

କଳାହାଣ୍ଡି ନୂଆ ଓଡ଼ିଶାକୁ ବିକାଶର ବାଟ ଦେଖାଇଛି: ମୁଖ୍ୟମନ୍ତ୍ରୀ

କଳାହାଣ୍ଡି, ୧୪/୧: ଆଜି କଳାହାଣ୍ଡି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ମଙ୍ଗଳପୁରରେ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରେ…

ରାଜ୍ୟରେ ଆଜି ୨୨୨ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୪/୧ (ଦି ପ୍ରଗତି ନ୍ୟୁଜ): ବର୍ତ୍ତମାନ କ୍ରମାଗତ ଭାବେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି କମି…

କଳାହାଣ୍ଡି ଜୟପାଟଣାର କନକପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୧: କଳାହାଣ୍ଡି ଜୟପାଟଣାର କନକପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫୪ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ…

ଅଗ୍ନିଶମ ପରେ ଏବେ ଡିଜିଟାଲ ହେବ ରାଜ୍ୟ ଜେଲ୍‌ ବିଭାଗ

ଭୁବନେଶ୍ୱର, ୧୪/୧: ଅଗ୍ନିଶମ ପରେ ଏବେ ଡିଜିଟାଲ ରାଜ୍ୟ ଜେଲ୍‌ ବିଭାଗ ହେବ। ଏଣିକି ଅନ୍‌ଲାଇନ୍‌ରେ ମୁଲାକାତ ଓ ପାରୋଲ ଆବେଦନ…