କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ

କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧/୩: ଦେଶରେ କରୋନା ପୁଣି ଥରେ ଆତଙ୍କ ଖେଳେଇଛି। ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସ୍ଥିତ…

ଆଜି ଆପଙ୍କର କିପରି କଟିବ ଦିନ: ୧/୩/୨୦୨୧

ମେଷ: ବ୍ୟବସାୟ କ୍ଷେତ୍ରରେ ଲାଭ ପାଇ ଭଲ କାମ କରି ସୁଖରେ ଦିନଟି ବିତାଇବେ । କର୍ମକ୍ଷେତ୍ରରେ ସଫଳତା ମିଳିବ ଓ…

ଆସନ୍ତାକାଲି ଅର୍ଚ୍ଚିତାଙ୍କୁ ବାହା ହେବେ ସବ୍ୟସାଚୀ

ଭୁବନେଶ୍ୱର, ୨୮/୨: ଆସନ୍ତାକାଲି ଓଲିଉଡ଼ର ନାମିଦାମୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବାହା ହେବେ ଅଭିନେତା ସବ୍ୟସାଚୀ ମିଶ୍ର । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ…

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୨୮/୨: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି କେନ୍ଦୁଝର ଗସ୍ତ କରିଛନ୍ତି । ସେଠାରେ ପହଞ୍ଚି ଜିଲ୍ଲାପାଳ ଏବଂ…

ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଆବଶ୍ୟକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୮/୨: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ଯ୍ୟକ୍ରମ ରେ ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କ ପ୍ରଚେଷ୍ଟା…

ରାଜ୍ୟରେ ଆଜି ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୮/୨: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୭…

ମହାକାଶକୁ ଗଲା ଏକାସଙ୍ଗେ ୧୯ଟି ଉପଗ୍ରହ

ନୂଆଦିଲ୍ଲୀ, ୨୮/୨: ଇସ୍ରୋ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମହାକାଶ ଅଭିଯାନ ହୋଇଛି। ଯେଉଁ ଅଭିଯାନରେ  ଏକାସଙ୍ଗରେ ମହାକାଶକୁ ୧୯ଟି ଉପଗ୍ରହ…

ଦେଶରେ ଆଜି ୧୧୩ ଜଣଙ୍କ କରୋନା ଜନିତ ମୃତ୍ୟୁ

ନୂଆଦିଲ୍ଲୀ, ୨୮/୨: ଦେଶରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ଘଣ୍ଟାରେ ୧୬,୭୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା…

ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୭/୨: ରାଜ୍ୟରେ କରୋନା ସ୍ଥିତି ନେଇ ଓ ସବୁ ପରିସ୍ଥିତି କୁ ଦ୍ରୁଷ୍ଟିରେ ରଖି ରାଜ୍ୟ ସରକାର ମାର୍ଚ୍ଚ ମାସ…

୮ ଜିଲ୍ଲାରେ ବଢ଼ିବ ତାତି, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର, ୨୭/୨: ରାଜ୍ୟରେ ଏବେ ଠାରୁ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆଗାମୀ ୨-୩ ଦିନ ଧରି ୮…