ରାଜ୍ୟରେ ଆଜି ଆଉ ୮ ଜଣଙ୍କ ମୁଣ୍ଡ ନେଲା କରୋନା

ରାଜ୍ୟରେ ଆଜି ଆଉ ୮ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୧୧/୯: ରାଜ୍ୟରେ ଆଜି ଆଉ ୮ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ଏହାସହ ରାଜ୍ୟରେ କରୋନା ଜନିତ…

ରାଜ୍ୟରେ ଦିନକରେ ଆଉ ୬୩୦ କରୋନା ଆକ୍ରାନ୍ତ ଚିହ୍ନଟ, ୦-୧୮ ବର୍ଷ ଭିତରେ ଅଛନ୍ତି ୧୧୬ ଜଣ

ଭୁବନେଶ୍ୱର, ୧୧/୯: ରାଜ୍ୟରେ ପୁଣିଥରେ  ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ…

ନୂଆଖାଇ ଜୁହାର, ମା ସମଲେଇଙ୍କ ମନ୍ଦିରରେ ଚଳଚଞ୍ଚଳ ପରିବେଶ

ଭୁବନେଶ୍ୱର, ୧୧/୯ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଆଜି ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ଠାରେ…

ରାଜ୍ୟର ଏହି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା,ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୧୧/୯: ରାଜ୍ୟରେ ମୌସୁମୀ ଏବେ ସକ୍ରିୟ ରହିଛି । ଏହାସହ ରାଜ୍ୟରେ ଲଘୁଚାପ କାରଣରୁ ପ୍ରବଳ ବର୍ଷା ହୋଇଛି ।…

କିପରି କଟିବ ଆଜି ଆପଣଙ୍କ ଦିନ: ୧୧/୦୯/୨୦୨୧

ମେଷ:ପରିବାରରେ ପୈତୃକ ସମ୍ପତ୍ତି ସମ୍ବନ୍ଧରେ ମତଭେଦ ପରିସ୍ଥିତି ହୋଇପାରେ। ବାଧାବିଘ୍ନ ଏବଂ ଚ୍ୟାଲେଞ୍ଜକୁ ଦୂର କରିବା ପାଇଁ ଆପଣଙ୍କର ଯଥେଷ୍ଟ କ୍ଷମତା…

ଆସୁଛି ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୧୦/୯: ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଏହାରି ମଧ୍ୟରେ ଆଜି ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା…

ରାଜ୍ୟରେ ଦିନକରେ ଆଉ ୭୪୫ କରୋନା ଆକ୍ରାନ୍ତ ଚିହ୍ନଟ, ୦-୧୮ ବର୍ଷ ଭିତରେ ଅଛନ୍ତି ୧୧୯ ଜଣ

ଭୁବନେଶ୍ୱର, ୧୦/୯: ରାଜ୍ୟରେ ପୁଣିଥରେ  ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ…

ଗଣେଶ ଚତୁର୍ଥୀ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦/୯: ଆଜି ପବିତ୍ର ଗଣେଶ ଚତୁର୍ଥୀ। ଏହି ଅବସରରେ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି।…

ଗଣେଶ ଚତୁର୍ଥୀରେ କେଉଁ ରାଶି ପାଇଁ ଅଛି କଣ ଜାଣନ୍ତୁ

ମେଷ:ଆଜି ପାରିବାରିକ କଳହ ଯୋଗୁ ଚିନ୍ତା ତଥା ଚାପ ବନି ରହିବ। ଆଇନଗତ ମାମଲା ବିଚାରାଧୀନ ରହିବ। ବନ୍ଧୁଙ୍କ ମନୋଭାବ ଯୋଗୁଁ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି

ଭୁବନେଶ୍ୱର,୯/୯:  ଆଜି ସରିଲା ମୌସୁମୀ ଅଧିବେଶନ।ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି ଘୋଷଣା  କରାଯାଇଛି। ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିଲା ମୌସୁମୀ…