ଦେଶରେ ୩ ଲୋକସଭା ଏବଂ ୨୯ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ

ଦେଶରେ ୩ ଲୋକସଭା ଏବଂ ୨୯ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ

ନୂଆଦିଲ୍ଲୀ, ୩୦/୧୦: ଦେଶରେ ୩ଟି ଲୋକସଭା ଏବଂ ୨୯ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେଉଛି । ଆଜି ସକାଳ ୭ଟାରୁ…

କିପରି କଟିବ ଆଜି ଆପଣଙ୍କ ଦିନ: ୩୦/୧୦/୨୦୨୧

ମେଷ:ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳାଫଳ ଆଣିବ। ଯଦି କାର୍ଯ୍ୟରତ ଲୋକମାନେ କିଛି ଛୋଟ ପାର୍ଟ ଟାଇମ କାମ କରିବାକୁ…

ମମିତା ମେହେର ହତ୍ୟା ମାମଲାରେ ଅଭିଯୋଗ ନେଇ ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର, ୨୯/୧୦: କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ୍ ନାମରେ ଅଭିଯୋଗ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ଭୁବନେଶ୍ୱର, ୨୯/୧୦: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ତାଙ୍କ ସହ ଆଲୋଚନା…

ଅଭିନେତା ପୁନୀତ ରାଜକୁମାରଙ୍କ ପରଲୋକ

ମୁମ୍ବାଇ, ୨୯/୧୦:ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କ ଆଜି ପରଲୋକ ଘଟିଛି। କିଛି ସମୟ ପୂର୍ବରୁ ହୃଦ୍‌ଘାତରେ ଶିକାର ହୋଇ ବେଙ୍ଗାଲୁରୁର…

ବଦଳିଲା ଫେସ୍‌ବୁକ୍‌ର ନାଁ, ନୂଆ ନାଁ ହେଲା ମେଟା

ନୂଆଦିଲ୍ଲୀ, ୨୯/୧୦: ଛୋଟ ପିଲାଠୁ ବୃଦ୍ଧ ବ୍ୟବହାର କରୁଥିବା ଲୋକପ୍ରିୟ ସୋସିଆଲ ମିଡିଆ ଫେସ୍‌ବୁକ୍‌ର ନାମ ବଦଳିଛି। ଫେସ୍‌ବୁକ୍‌ର ନାମ ବଦଳି ନୂଆ…

ରାଜ୍ୟରେ ଦିନକରେ ଆଉ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩୬୫…

କମୁଛି ତାପମାତ୍ରା ବଢୁଛି ଥଣ୍ଡା, ପାଗ କୋହଲା ରହିବା ସହ ବର୍ଷା ସମ୍ଭାବନା !

ଭୁବନେଶ୍ୱର, ୨୯/୧୦: ରାଜ୍ୟରୁ ସମ୍ପୂର୍ଣ୍ଣ ରୂପେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି। ଏହାରିମଧ୍ୟରେ ଆଜି ମୂଖ୍ୟତଃ ରାଜ୍ୟରେ ପାଗ କୋହଲା ଓ ମେଘୁଆ…

କିପରି କଟିବ ଆଜି ଆପଣଙ୍କ ଦିନ: ୨୯/୧୦/୨୦୨୧

ମେଷ: ଆଜି ଅଫିସରେ ଏକ ବଡ଼ ଦାୟିତ୍ୱ ପାଇପାରିବେ। କୌଣସି ଅପରିଚିତ ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ। ଆପଣଙ୍କୁ ସ୍ୱାସ୍ଥ୍ୟର ଯତ୍ନ…

ଆର୍ଯ୍ୟନ ଖାନ୍‌ଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ, ୨୮/୧୦: ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଆଜି ଜାମିନ୍ ମିଳିଛି। ପୋଲିସ ହେପାଜତରେ ୨୬ ଦିନ ରହିବା ପରେ…