ରାଜ୍ୟରେ ଦିନକରେ ଆଉ ୨୯୮ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକରେ ଆଉ ୨୯୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ…

କିପରି କଟିବ ଆଜି ଆପଣଙ୍କ ଦିନ: ୧/୧/୨୦୨୨

ମେଷ:ଆପଣ ନୂଆ ବର୍ଷର ପ୍ରଥମ ଦିନରେ ଯାହା ବି କାମ ଆରମ୍ଭ କରିବେ ତାହା ନିଶ୍ଚିତ ଭାବରେ ସଫଳ ହେବ। ଆତ୍ମ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୩% ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୩୧/୧୨: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ବର୍ଷ ଭେଟି। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧…

ଦାୟିତ୍ୱ ନେଲେ ନୂଆ ଡିଜିପି ସୁନୀଲ ବଂଶଲ

ଭୁବନେଶ୍ୱର, ୩୧/୧୨: କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ନେଇଛନ୍ତି ନୂଆ ଡିଜିପି ସୁନୀଲ ବଂଶଲ। ବିଦାୟୀ ଡିଜିପି ଅଭୟଙ୍କ…

ରାଜ୍ୟ କ୍ୟାବିନେଟରେ ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ନିଷ୍ପତ୍ତି ଲାଗୁ

ଭୁବନେଶ୍ୱର, ୩୧/୧୨: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ଶିକ୍ଷକଙ୍କ…

ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ କଟକଣା ଲାଗୁ

ଭୁବନେଶ୍ୱର, ୩୧/୧୨: ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ସମସ୍ତଙ୍କ ନିଦ ହଯାଇଛି ଓମିକ୍ରନ। ଏହାରି ମଧ୍ୟରେ ସହରାଞ୍ଚଳରେ ରାତି ୧୦ଟାରୁ…

ରାଜ୍ୟରେ ଦିନକରେ ଆଉ ୨୨୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୩୧/୧୨: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ…

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତର ମୃତ୍ୟୁ

ନୂଆଦିଲ୍ଲୀ, ୩୧/୧୨: ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଚିନ୍ତା ବଢ଼ାଇଛି ଓମିକ୍ରନ। ଏହାରିମଧ୍ୟରେ  ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ…

କିପରି କଟିବ ଆଜି ଆପଣଙ୍କ ଦିନ: ୩୧/୧୨/୨୦୨୧

ମେଷ: ଆପଣ ଏକ ନୂତନ ଅଫିସ କିମ୍ବା ଦୋକାନ କିଣିବାକୁ ଚାହିଁପାରନ୍ତି। ବ୍ୟବସାୟ ପାଇଁ ଯାତ୍ରା ହେବ। କୌଣସି ସମ୍ପତ୍ତି କିଣିବା…

ଜାନୁଆରି ପାଇଁ ଗାଇଡ୍‌ଲାଇନ ଜାରି କଲେ ରାଜ୍ୟ ସରକାର, ଜାଣନ୍ତୁ କଣ ରହିଛି କଟକଣା

ଭୁବନେଶ୍ୱର, ୩୦/୧୨: ରାଜ୍ୟରେ ଏବେ କଁ ରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳି ନି। ପୁଣି ଏବେ ଓମି କ୍ର…