NEET-PG କାଉନ୍‌ସେଲିଂ ମାମଲା:ସିଟ୍‌ରେ OBC ପାଇଁ ରହିବ ୨୭% ସଂରକ୍ଷଣ

NEET-PG କାଉନ୍‌ସେଲିଂ ମାମଲା:ସିଟ୍‌ରେ OBC ପାଇଁ ରହିବ ୨୭% ସଂରକ୍ଷଣ

ଭୁବନେଶ୍ୱର, ୭/୧: ନିଟ-ପିଜି କାଉନ୍‌ସେଲିଂ ମାମଲାରେ ସୁପ୍ରିମ୍‌ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ନାମଲେଖାରେ…

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କରୋନା ସଂକ୍ରମିତ

ଭୁବନେଶ୍ୱର, ୭/୧: ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ  ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।…

ପୁଣି ମାଡିଚାଲିଛି କରୋନା, ରାଜ୍ୟରେ ଆଜି ଆଉ ୨୭୦୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୭/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ…

କିପରି କଟିବ ଆଜି ଆପଣଙ୍କ ଦିନ: ୭/୧/୨୦୨୨

ମେଷ: ଦମ୍ପତି ମାନଙ୍କ ମଧ୍ୟରେ ମଧୁରତା ବୃଦ୍ଧି ପାଇବ। ଆପଣ ନିଜ ଘରେ ଏକ ଉତ୍ସବର ଆୟୋଜନ କରିପାରନ୍ତି। ପୈତୃକ ବ୍ୟବସାୟରେ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଗ୍ରହଣୀୟ ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬/୧: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ…

ରାଜ୍ୟର ୧୧ଟି ଜିଲ୍ଲାରେ ବର୍ଷା ସମ୍ଭାବନା !

ଭୁବନେଶ୍ୱର, ୬/୧: ରାଜ୍ୟରେ ଏବେ ଶୀତ ଲହର ଲାଗି ରହିଛି । ଏହାରିମଧ୍ୟରେ ପୁଣି ଥରେ ବର୍ଷା ହେବାର ସମ୍ଭାବନା ରହିଛି…

୪୩୦ କୋଟିର ଭିତ୍ତିଭୂମି ଓ ୩୬୦ କୋଟିର ସୁଜଳ ଯୋଜନା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬/୧: ଆଜି  ୪୩୦ କୋଟିର ଭିତ୍ତିଭୂମି ଓ ୩୬୦ କୋଟିର ସୁଜଳ ଯୋଜନାର ଲୋକାର୍ପଣ ହୋଇଛି। ଏହାକୁ ଲୋକାର୍ପଣ କରିଛନ୍ତି…

ରାଜ୍ୟର ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, ୬/୧: ରାଜ୍ୟରେ ଏବେ କରୋନା ସଂକ୍ରମଣ ହଟାତ ବଢ଼ିବାରେ ଲାଗିଛି। ଏହାସହ ଚିନ୍ତା ବଢ଼ାଇଛି ଓମିକ୍ରନ। ଏହାରିମଧ୍ୟରେ ଆଜି ବଲାଙ୍ଗିରରେ…

ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୬୩୦କୁ ବୃଦ୍ଧି

ନୂଆଦିଲ୍ଲୀ,୬/୧: ଦେଶରେ ଏବେ ହୁ ହୁ ହୋଇ ବଢି ଚାଲିଛି ଓମିକ୍ରନ। ଏବେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୬୩୦କୁ ବୃଦ୍ଧି…

ପୁଣି ଅସମ୍ଭାଳ କରୋନା ପରିସ୍ଥିତି! ରାଜ୍ୟରେ ଦିନକରେ ଆଉ ୧୮୯୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୬/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ…