ପଦ୍ମପୁର ନିର୍ବାଚନ:ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ

ଭୁବନେଶ୍ୱର,୧୨/୧୧: ପଦ୍ମପୁର ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳ ପାର୍ଥି ଚୟନ ଅଙ୍କକସା ଚାଲିଥିଲା। ଏହାରିମଧ୍ୟରେ ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିିିଛି। ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି । ଏଆଇସିସି ପକ୍ଷରୁ ସତ୍ୟଭୂଷଣଙ୍କ ନାମରେ ମୋହର ବାଜିଛି । ଏନେଇ ପ୍ରେସବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି । ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ ପରେ ପ୍ରାର୍ଥୀ ନାଁ ଘୋଷଣା କରାଯାଇଛି ।