୪ ଜଣଙ୍କୁ ମିଳିଲା ପଦ୍ମ ବିଭୂଷଣ ସମ୍ମାନ

ଭୁବନେଶ୍ୱର, ୨୫/୧:ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନ ରେ ସମ୍ମାନିତ କରାଯାଇଛି। ଜେନେରାଲ ବିପିନ ରାଓ୍ୱତ, ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ, ରାଧେ ଶ୍ୟାମ ଖେମକାଙ୍କୁ ସାହିତ୍ୟ ପାଇଁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରଭା ଆଟ୍ରେଙ୍କୁ ପଦ୍ମ ବିଭୂଷଣ ରେ ସମ୍ମାନ ରେ ସମ୍ମାନୀତ କରାଯାଇଛି।