କୁଲିଆମୁଣ୍ଡା ଜଙ୍ଗଲରେ ଗୁଳିକାଣ୍ଡ, ଜଣେ ମୃତ

କଳାହାଣ୍ଡି, ୩/୨: କଳାହାଣ୍ଡି ଜୟପାଟଣା ବ୍ଲକ କୁଲିଆମୁଣ୍ଡା ଜଙ୍ଗଲରେ ଗୁଳିକାଣ୍ଡ ଘଟିଛି। ଜନ୍ତୁ ଶିକାର ପାଇଁ ଯାଇଥିବା ବେଳେ ଗୁଳିକାଣ୍ଡରେ ଜଣଙ୍କ ର ମୃତ୍ୟୁ ଘଟିଛି। ମୃତକ ଜଣକ ସବିଗୁଡ଼ା ଗାଁର ସୁରେନ୍ଦ୍ର ରାଉତ । ଅନ୍ୟପଟେ ଏହି ଘଟଣା ର ପୋଲିସ ତଦନ୍ତ ଜାରି ରଖିଛି।